View Webisite in     English   ଓଡ଼ିଆ
Website last updated  : Sep 29 2023 12:33:37:647PM
kvkgajapati.ouat@gmail.com  9437492769
Farm Advisory
କଦଳୀ ଗଛରେ ପାନାମା ଝାଉଁଳା ରୋଗ ନିୟନ୍ତ୍ରଣ ପାଇଁ ପ୍ରତି ୧୦ ଲିଟର ପାଣିରେ ୧୦ ଗ୍ରାମ କାରବେଣ୍ଡିଜମ ନାମକ ଫିମ୍ପି ନାଶକ ମିଶାଇ ପୁଆ ଗୁଡିକୁ ୩୦ ମିନିଟ ବୁଡାଇ ବିଶୋଧନ କରି ପୋତିବା ସଂଗେ ସଂଗେ ପୁଆ ରୋଇବାର ୬ ମାସ ପରେ କାରବେଣ୍ଡିଜମ ଔଷଧ ପ୍ରତି ଦୁଇ ମାସ ଅନ୍ତରରେ ଗଛ ମୂଳମାଟିକୁ ଭଲ ଭାବରେ ଭିଜାଇ ଦେବା ଉଚିତ
---------------------
କଖାରୁ ଫସଲରେ ପତ୍ରପୋଡ଼ା, କାଣ୍ଡବିନ୍ଧା ରୋଗର ନିୟନ୍ତ୍ରଣ ନିମନ୍ତେ ପ୍ରତି ଲିଟର ପାଣିରେ ୩ ଗ୍ରାମ କପରଅକ୍ସିକ୍ଳୋରାଇଡ଼ କିମ୍ବା ୨ ଗ୍ରାମ କାରବେଣ୍ଡିଜମ ଏବଂ ମେନକୋଜେବ ମିଳିତ ଔଷଧ ମିଶାଇ ସିଞ୍ଚନ କରନ୍ତୁ
---------------------
ଭେଣ୍ଡି ଫସଲରେ ଧଳାମାଛି, ଜଉପୋକର ପରିଚାଳନା ନିମନ୍ତେ ଏକର ପ୍ରତି ୪୦ ଗ୍ରାମ ଥାୟୋମେଥୋଜେନ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ
---------------------
ବିହନ ବୁଣିବାର ୨୪ ଘଣ୍ଟା ପୂର୍ବରୁ ଟ୍ରାଇକୋଡମା ୪ ଗ୍ରାମ କିମ୍ବା ସୁଡୋମନାସ୧୦ ଗ୍ରାମ ପ୍ରତି କିଗ୍ରା ବିଛଣାରେ ଗୋଳାଇ ବିହନ ବିଶୋଧନ କରି ତଲିଘରାରେ ବୁଣନ୍ତୁ
---------------------
ନିମାସ୍ତ୍ର ପ୍ରସ୍ତୁତ ନିମନ୍ତେ ୨୦୦ ଲିଟର ସଫା ପାଣି,୨ କିଗ୍ରା ଗୋବର, ୧୦ କିଗ୍ରା ଗୋମୂତ୍ର ଓ ୧୦ କିଗ୍ରା ନିମ ପତ୍ର ରସ ଏକ ଡ୍ରମରେ ମିଶାଇ ଦିଅନ୍ତୁ ୪୮ ଘଣ୍ଟା ପରେ ଏହା ବ୍ୟବହାର ଉପଯୋଗୀ ହୋଇଥାଏ ଏହାକୁ ପାଣି ନ ମିଶାଇ ଛାଣି ୬ ମାସ ପର୍ଯ୍ୟନ୍ତ ବ୍ୟବହାର କରିହେବ
---------------------

 

From Sr. Scientist & Head's Desk

Our Authorities
Prof. Pravat Kumar Roul

Hon'ble Vice-chancellor, OUAT, Bhubaneswar

Prof. Prasannajit Mishra

Dean, Extension Education, OUAT, Bhubaneswar

Dr. Pradip Dey

Director, ICAR-ATARI, Kolkata(Zone-V)

Hide Main content block

Weather Forecast

Office Location Map

Important website links

    OUAT   |    ICAR   |    ATARI Zone V   |    Government of Odisha   |    IMD Odisha   |    Agriculture Meteorology    |    Agri mart    |    Dept. of Agriculture Odisha    |    Gajapati District   

  Other KVK Website Links

    Angul   |    Balangir   |    Balasore   |    Bargarh   |    Bhadrak   |    Boudh   |    Cuttack   |    Deogarh   |    Dhenkanal   |    Ganjam-1   |    Ganjam-2   |    Jagatsinghapur   |    Jajapur   |    Jharsuguda   |    Kalahandi   |    Kandhamal   |    Kendrapara   |    Kendujhar   |    Khordha   |    Koraput   |    Malkangiri   |    Mayurbhanj-1   |    Mayurbhanj-2   |    Nabarangpur   |    Nayagarh   |    Nuapara   |    Puri   |    Rayagada   |    Sambalpur   |    Sonepur   |    Sundergarh-1   |    Sundergarh-2   

Copyright © Krishi Vigyan Kendra, Gajapati

Visitor Counter

Powered by nTier IT Solutions