View Webisite in     English   ଓଡ଼ିଆ
Website last updated  : Apr 10 2024 11:35:53:677AM
kvkgajapati.ouat@gmail.com  9437492769
Farm Advisory
ଚାଷୀ ଭାଇମାନେ ରବି ଫସଲ ଅମଳପରେ ଖରାଟିଆ ଚାଷ କରି ଦିୟନ୍ତୁ I ଟ୍ରାକଟର ଚାଳିତ ମୋଡ ପତ୍ର ଲଙ୍ଗଳା କିମ୍ବା ପ୍ଲେଟ ଲଙ୍ଗଳ ବା ବଳଦ ଚାଳିତ ମୋଡ ପତ୍ର ଲଙ୍ଗଳ ବ୍ୟବହାର କରି ଚାଷ କରନ୍ତୁ I
---------------------
ଗଜପତି ଜ଼ିଲ୍ଲାର ଚାଷୀ ଭାଇମାନକୁ ଅନୁରୋଧ କରାଯାଉଛିଯେ ସେମାନେ ନିଜ ଚାଷ ଜମିରୁ ମାଟି ନମୁନା ସଂଗ୍ରହକରି କୃଷି ବିଜ୍ଞାନ କେନ୍ଦ୍ରରେ ପରୀକ୍ଷା କରି ମୂର୍ତ୍ତିକା ସ୍ବାସ୍ଥ୍ୟ ପତ୍ରିକା ସଂଗ୍ରହ କରନ୍ତୁ I
---------------------
ପୃଥିବୀର ୩/୪ଥାଶଂ କୃଷି, ଉଦ୍ୟାନ ଓ ପରିବେଶ ଉପଯୋଗୀ ଉଭିଦ ପରାଗସଙ୍ଗମ ପାଇଁ ମହୁମାଛି ଉପରେ ନିର୍ଭର କରିଥାନ୍ତି ଏଣୁ ମହୁମାଛି ପାଳନକରି ପରିବେଶ ସୁରକ୍ଷା କରିବା ସହିତ ନିଜେ ଲାଭବାନ ହୁଅନ୍ତୁ
---------------------
ପରିବା ଫସଲରେ ରୋଗ ଓ ପୋକ ପ୍ରାଦୁର୍ଭାବରୁ ଫସଲକୁ ରକ୍ଷା କରିବା ପାଇଁ ନିମ୍ବ ତେଲ ୩ ମି.ଲି ପ୍ରତି ଲିଟର ପାଣିରେ ସପ୍ତାହ ବ୍ୟବଧାନରେ ସିଞ୍ଚନ କରନ୍ତୁ
---------------------
କଖାରୁ ଜାତୀୟ ପରିବା ଚାଷ କରୁଥିଲେ POLYTHENE ବେଗରେ ମଞ୍ଜି ପକାଇ ଚାରା ପ୍ରସ୍ତୁତ କରନ୍ତୁ ଏହାଦ୍ୱାରା ଜମି ପ୍ରସ୍ତୁତି ସମୟରେ ଚାରା ପ୍ରସ୍ତୁତ ହେବ ସହିତ ସମୟ ସଂଚୟ ହୋଇ ପାରିବ I
---------------------

 

From Sr. Scientist & Head's Desk

Our Authorities
Prof. Pravat Kumar Roul

Hon'ble Vice-chancellor, OUAT, Bhubaneswar

Prof. Prasannajit Mishra

Dean, Extension Education, OUAT, Bhubaneswar

Dr. Pradip Dey

Director, ICAR-ATARI, Kolkata(Zone-V)

Hide Main content block

Weather Forecast

Office Location Map

Important website links

    OUAT   |    ICAR   |    ATARI Zone V   |    Government of Odisha   |    IMD Odisha   |    Agriculture Meteorology    |    Agri mart    |    Dept. of Agriculture Odisha    |    Gajapati District   

  Other KVK Website Links

    Angul   |    Balangir   |    Balasore   |    Bargarh   |    Bhadrak   |    Boudh   |    Cuttack   |    Deogarh   |    Dhenkanal   |    Ganjam-1   |    Ganjam-2   |    Jagatsinghapur   |    Jajapur   |    Jharsuguda   |    Kalahandi   |    Kandhamal   |    Kendrapara   |    Kendujhar   |    Khordha   |    Koraput   |    Malkangiri   |    Mayurbhanj-1   |    Mayurbhanj-2   |    Nabarangpur   |    Nayagarh   |    Nuapara   |    Puri   |    Rayagada   |    Sambalpur   |    Sonepur   |    Sundergarh-1   |    Sundergarh-2   

Copyright © Krishi Vigyan Kendra, Gajapati

Visitor Counter

Powered by nTier IT Solutions